Advertisment

କଂଗ୍ରେସ ଦେଶ ବିରୋଧୀ, ବିକାଶ ବିରୋଧୀ ଏବଂ ଜନ ବିରୋଧୀ : ଆଇନ ମନ୍ତ୍ରୀ

‘ଜଣେ ମଣିଷର ଚରିତ୍ରରେ ଯେତେବେଳେ ପରିବର୍ତ୍ତନ ହୁଏ, ସେତେବେଳେ ବିଲକ୍ଷଣ ସବୁ ଦେଖିବାକୁ ମିଳେ।’

Advertisment

କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି, କଂଗ୍ରେସ ଦେଶ ବିରୋଧୀ, ବିକାଶ ବିରୋଧୀ ଏବଂ ଜନ ବିରୋଧୀ। ଧ୍ୱଂସ ଆଡ଼କୁ ଯାଉଛି କଂଗ୍ରେସ। ମାଇକ୍ରୋସ୍କୋପ ଲଗେଇକି ଦେଖିଲେ ବି କଂଗ୍ରେସର ସତ୍ତା ନଜରକୁ ଆସିବନି। କଂଗ୍ରେସ ପକ୍ଷଘାତର ଶିକାର ହୋଇଛି ବୋଲି ସେ କହିଛନ୍ତି।

Advertisment
Prithiviraj Harichandan Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe