Advertisment

‘ରାସ୍ତାରେ ବୁଲିବା ଆରମ୍ଭ କଲେଣି 5ଟି ଗୁଣ୍ଡା’

କୌଣସି ସ୍ଵାଭିମାନୀ ଓଡ଼ିଆ ଏହାକୁ ଗ୍ରହଣ କରିବା ଉଚିତ ନୁହେଁ। ସାରା ଓଡ଼ିଶାରେ ବିରୋଧ ହେବା ଉଚିତ ବୋଲି କହିଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ।

Advertisment

5ଟି ଟି-ସାର୍ଟ ପିନ୍ଧି କିଛି ଲୋକ ଯେଭଳି ବାଡ଼ି ଧରି ଆକ୍ରମଣ କରିବାକୁ ଆସିଲେ ତାହା ଅତ୍ୟନ୍ତ ଚିନ୍ତା ଜନକ ବିଷୟ। 5ଟିରେ ସ୍କୁଲ ଉପକରଣ ପାଇଁ, ତାମିଲ ଓ ବାହାର କଣ୍ଟ୍ରାକ୍ଟରଙ୍କୁ ଦିଆଗଲା, ପରିବହନ କ୍ଷେତ୍ରରେ ବି ବାହାର କଣ୍ଟ୍ରାକ୍ଟରଙ୍କୁ ଦିଆଗଲା। ଏବେ 5ଟିକୁ ଗୁଣ୍ଡା ବାହିନୀ ଭାବେ ସଜେଇ ଦିଆଗଲାଣି। କୌଣସି ସ୍ଵାଭିମାନୀ ଓଡ଼ିଆ ଏହାକୁ ଗ୍ରହଣ କରିବା ଉଚିତ ନୁହେଁ। ସାରା ଓଡ଼ିଶାରେ ବିରୋଧ ହେବା ଉଚିତ ବୋଲି କହିଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ।

Advertisment
Odisha Congress Bijaya Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe