‘କ୍ରୀତଦାସ ହୁଅ ନ ହେଲେ ଜେଲ ଯାଅ’

ରାଜନେତା ମାନେ କ୍ରୀତଦାସ ହେବା, କ୍ରୀତଦାସ ପ୍ରଥା ନେଇ ନିରବ ରହିବା, ଓଡ଼ିଆ ସ୍ୱାଭିମାନ ଜାତି ଏକ ଅଭିଶାପ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ।

Manoj Swain
  • Published: Sunday, 27 August 2023
  • Updated: 27 August 2023, 01:38 PM IST

Sports

Latest News

ପୁଣି କ୍ରୀତଦାସକୁ ନେଇ ଉଠିଲା ଚର୍ଚ୍ଚା । ବବି ଦାସଙ୍କ ଏହି ମନ୍ତବ୍ୟ ପରଠାରୁ ରାଜ୍ୟ ରାଜନୀତିରେ କ୍ରୀତଦାସକୁ ନେଇ ଜାରି ରହିଛି ଚର୍ଚ୍ଚା ଓ ଆଲୋଚନା ? ତେବେ ଏହି ରାଜନୈତିକ କ୍ରୀତଦାସ ବ୍ୟବସ୍ଥା ବଢିବା ପଛରେ କିଏ ? ରାଜନେତା ମାନେ କ୍ରୀତଦାସ ହେବା, କ୍ରୀତଦାସ ପ୍ରଥା ନେଇ ନିରବ ରହିବା, ଓଡ଼ିଆ ସ୍ୱାଭିମାନ ଜାତି ଏକ ଅଭିଶାପ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos