ବିଜେଡି ନେତାଙ୍କୁ ସତର୍କ କଲେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର। ବିଜେଡିର ଦ୍ୱିତୀୟ ଏବଂ ତୃତୀୟ ଧାଡ଼ି ନେତାଙ୍କୁ ସତର୍କ କଲେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, କହିଲେ- ଦ୍ୱିତୀୟ ଏବଂ ତୃତୀୟ ଧାଡ଼ି ନେତାଙ୍କର ନବଙ୍କ ଭଳି ଅବସ୍ଥା ହୋଇପାରେ, ଆଜି ନବ ତ କାଲି ଆଉ କିଏ, ଯିଏ ସତ କହିବାକୁ ଚାହୁଁଛନ୍ତି, ତାଙ୍କ ସ୍ୱର ଦବେଇ ଦିଆଯାଉଛି।