Advertisment

ଯୁଦ୍ଧ ପୂର୍ବରୁ ବଳ ଦେଖାଇଲେ ଚିରଞ୍ଜୀବ

ବହୁଦିନ ଧରି ଚୁପ ବସିଥିବା ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଏବେ ଆକ୍ଟିଭ୍ ହୋଇଛନ୍ତି । ବନ୍ଧୁମିଳନ ଆଳରେ ବିଶାଳ କର୍ମୀ ସମାବେଶ କରିଛନ୍ତି ।

Advertisment

ନିର୍ବାଚନୀ ମୌସୁମୀ ବୋହିବା ପରେ ଏବେ ସବୁଠି ମାହୋଲ ବଦଳିଛି । ଆଉ ଏଥିରୁ ବାଦ ପଡିନି ଜଗତସିଂହପୁର ନିର୍ବାଚନ ମଣ୍ଡଳୀ । ବହୁଦିନ ଧରି ଚୁପ ବସିଥିବା ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଏବେ ଆକ୍ଟିଭ୍ ହୋଇଛନ୍ତି । ବନ୍ଧୁମିଳନ ଆଳରେ ବିଶାଳ କର୍ମୀ ସମାବେଶ କରିଛନ୍ତି । ଜଗତସିଂହପୁରର ପୂର୍ବତନ କଂଗ୍ରେସ ବିଧାୟକ ନାଉଗାଁ ବ୍ଳକ ଚଗଲା ବାବା ମଠରେ ପୁରୁଣା କର୍ମୀ ଓ ନେତାଙ୍କୁ ଏକାଠି କରିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Congress Jagatsinghpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe