3 ଦିନରେ ଜଣାପଡ଼ିଗଲା ବିଜେଡିର ଅସଲ ଚେହେରା ? | Odisha Reporter
ବାଲେଶ୍ବର ଜିଲ୍ଲା ବସ୍ତା ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଗତ ୨୮ ତାରିଖରେ ଶଙ୍ଖ ଭବନରେ ମହା ଆଡମ୍ୱରେ ବିଜେଡିରେ ମିଶିଥିଲେ କଂଗ୍ରେସ ନେତା ଦେବ କୁମାର ଦେ। ପ୍ରତାପ ଦେବ ଓ ମାନସ ମଙ୍ଗରାଜ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ଦେ’ଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ହେଲେ ୫ ଦିନରେ ବିଜେଡି ପ୍ରତି ଥିବା ମୋହ ଭାଙ୍ଗି ଗଲା। ସେ ନିଜ ସମର୍ଥକଙ୍କୁ ଧରି କଂଗ୍ରେସକୁ ଫେରିଛନ୍ତି। ଯାହା ବାଲେଶ୍ୱରରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
