Advertisment

ବସ୍ତା ରାଜନୀତିରେ ଘଡିକେ ଘୋଡା ଛୁଟୁଛି

ବାଲେଶ୍ବର ଜିଲ୍ଲା ବସ୍ତା ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଗତ ୨୮ ତାରିଖରେ ଶଙ୍ଖ ଭବନରେ ମହା ଆଡମ୍ୱରେ ବିଜେଡିରେ ମିଶିଥିଲେ କଂଗ୍ରେସ ନେତା ଦେବ କୁମାର ଦେ।

Advertisment

ବାଲେଶ୍ବର ଜିଲ୍ଲା ବସ୍ତା ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଗତ ୨୮ ତାରିଖରେ ଶଙ୍ଖ ଭବନରେ ମହା ଆଡମ୍ୱରେ ବିଜେଡିରେ ମିଶିଥିଲେ କଂଗ୍ରେସ ନେତା ଦେବ କୁମାର ଦେ। ପ୍ରତାପ ଦେବ ଓ ମାନସ ମଙ୍ଗରାଜ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ଦେ’ଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ହେଲେ ୫ ଦିନରେ ବିଜେଡି ପ୍ରତି ଥିବା ମୋହ ଭାଙ୍ଗି ଗଲା। ସେ ନିଜ ସମର୍ଥକଙ୍କୁ ଧରି କଂଗ୍ରେସକୁ ଫେରିଛନ୍ତି। ଯାହା ବାଲେଶ୍ୱରରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Congress Balasore Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe