Advertisment

କୁଆଡ଼େ ଗଲା ପଦ୍ମପୁର ଜିଲ୍ଲା ?

ଶୂନ୍ୟକାଳରେ ପଶ୍ଚିମ ଓଡ଼ିଶା ଅବହେଳା କଥା ଉଠାଇଲେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର।

ଅଦ୍ୟତନ ହୋଇଛି
Advertisment

ଶୂନ୍ୟକାଳରେ ପଶ୍ଚିମ ଓଡ଼ିଶା ଅବହେଳା କଥା ଉଠାଇଲେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। କହିଲେ, 'ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଭୁଲିଗଲେ। ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇନି।' କିଛି ଏମିତି କହି ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର।

Advertisment
Narasingha Mishra Congress Odisha Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe