Advertisment

ନିର୍ବାଚନ ଲଢ଼ିବେନି ନରସିଂହ ମିଶ୍ର

ତାଙ୍କ ସ୍ଥାନରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ସାନ ପୁଅ ସମରେନ୍ଦ୍ର ମିଶ୍ର।

Advertisment

୨୦୨୪ ନିର୍ବାଚନ ଲଢ଼ିବେ ନାହିଁ କହିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ସାନପୁଅକୁ ବିଧାନସଭା ନିର୍ବାଚନ ଲଢ଼ାଇବାକୁ ଇଚ୍ଛାପ୍ରକାଶ କଲେ ନରସିଂହ। ତାଙ୍କ ସ୍ଥାନରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ସାନ ପୁଅ ସମରେନ୍ଦ୍ର ମିଶ୍ର। ତେବେ ଏହାକୁ ନେଇ ସେ କଣ କହିଛନ୍ତି ଶୁଣନ୍ତୁ।

Advertisment
Narasingha Mishra Congress Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe