Advertisment

କାହିଁକି ଟିକେଟ୍ ନେଲେନି ଏମାନେ ?

ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏଥର ନିର୍ବାଚନ ଲଢ଼ିବେନି ବୋଲି ପୂର୍ବରୁ କହି ସାରିଥିଲେ।

author-image
Manoj Swain

ଅନେକ ଲେଖକଙ୍କ ମତରେ ରାଜନୀତି ବଡ଼ ବିଚିତ୍ର। କେଉଁଠି ଟିକେଟ ପାଇଁ ସବୁ ଶକ୍ତି ଲଗାଇ ଦେଉଛନ୍ତି ନେତା, ତ ଆଉ କେଉଁଠି ଟିକେଟ ପାଇବା ପରେ ଘର ଡିହ ବି ବିକୁଛନ୍ତି ନେତା। ହେଲେ ରାଜ୍ୟରେ ଏମିତି କିଛି ଜଣାଶୁଣା ନେତା ଅଛନ୍ତି, ଯେଉଁମାନେ ଦଳ ପାଇଁ କାମ କଲେ ସୁଦ୍ଧା ଟିକେଟ ନେବାରୁ ଦୂରେଇ ରହିଛନ୍ତି। କଂଗ୍ରେସ ଦଳକୁ ଦେଖିଲେ, ରାଜ୍ୟର ଦୁଇ ଜଣ ପ୍ରମୁଖ ନେତାଙ୍କ ନାଁ ଆଲୋଚନାର ବିଷୟ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Congress Odisha