Advertisment

‘ପାଣ୍ଡିଆନ ଓଡ଼ିଶା ବିଷୟରେ କିଛି ଜାଣିନାହାନ୍ତି'

'ବିଜୁ ବାବୁ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ପାରାଦୀପ ବନ୍ଦର ହୋଇଥିବା ପାଣ୍ଡିଆନ କହିଥିଲେ। କିନ୍ତୁ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ପାରାଦୀପ ବନ୍ଦର ହୋଇଥିଲା'

author-image
Manoj Swain

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ। କହିଲେ, ଭି.କେ ପାଣ୍ଡିଆନଙ୍କ ପାଠ ବହୁତ କମ୍‌। ପାଣ୍ଡିଆନ ଓଡ଼ିଶା ବିଷୟରେ କିଛି ଜାଣିନାହାନ୍ତି। ସେ ବିଜୁ ଜନତା ଦଳର ଭ୍ରାମ୍ୟମାଣ ମୁଖପାତ୍ର। ଶ୍ରୀ କାନୁନ୍‌ଗୋ ଆହୁରି କହିଛନ୍ତି ଯେ, ବିଜୁ ବାବୁ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ପାରାଦୀପ ବନ୍ଦର ହୋଇଥିବା ପାଣ୍ଡିଆନ କହିଥିଲେ। କିନ୍ତୁ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ପାରାଦୀପ ବନ୍ଦର ହୋଇଥିଲା। କଂଗ୍ରେସରେ ଥିଲା ବେଳେ ବିଜୁ ବାବୁ ପାରାଦୀପ ବନ୍ଦର କରିଥିଲେ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Panchanan Kanungo Congress Odisha