ଉଦଘାଟନ ହେଲା ଡ୍ୟାମ୍ ଜମିରେ ପାଣି ମାଡିବନି | Odisha Reporter
Advertisment
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମନଇଚ୍ଛା ଧୋଇଲେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। କହିଲେ, ୨୩ ବର୍ଷ ବିତିଗଲାଣି। ତଥାପି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେଲା ନାହିଁ। ପ୍ରକଳ୍ପ ସମ୍ପୂର୍ଣ୍ଣ କରି ଉଦ୍ଘାଟନ କରିଥିଲେ ନିଶ୍ଚିତ ଭାବେ ଭଲ ହୋଇଥାଆନ୍ତା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us