କଳିର ସୁତ୍ର କାଢ଼ିଲେ ସୁର

ସାନ ପୁଅ ବିଧାୟକ ଏବଂ ବଡ଼ ପୁଅ ସାଂସଦ ପାଇଁ ରେଡି । ଆଗକୁ ୨ ପୁଅ ମଧ୍ୟରେ ଫାଇଟ୍ ନ ହେଉ ବୋଲି ଏହି ଫର୍ମୁଲା କି ? ମନ୍ମଥ ଏବଂ ସିଦ୍ଧାର୍ଥ ଉଭୟ ନିର୍ବାଚନ ଲଢିବାକୁ ଚାହୁଁଥିଲେ ।

Manoj Swain
  • Published: Sunday, 13 August 2023
  • Updated: 13 August 2023, 05:37 PM IST

Sports

Latest News

ସାନ ପୁଅ ବିଧାୟକ ଏବଂ ବଡ଼ ପୁଅ ସାସଂଦ ପାଇଁ ରେଡି । ଆଗକୁ ୨ ପୁଅ ମଧ୍ୟରେ ଫାଇଟ୍ ନ ହେଉ ବୋଲି ଏହି ଫର୍ମୁଲା କି ? ମନ୍ମଥ ଏବଂ ସିଦ୍ଧାର୍ଥ ଉଭୟ ନିର୍ବାଚନ ଲଢିବାକୁ ଚାହୁଁଥିଲେ । କାଳେ ଦୁଇ ପୁଅ ମଧ୍ୟରେ ଝଗଡ଼ା ହେବ ସେଥିପାଇଁ ଏହି ଫଣ୍ଡା କି ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos