କଳିର ସୁତ୍ର କାଢ଼ିଲେ ସୁର | Sura Routray Find Out A formula To End Conflict betwn 2 Son। Odisha Reporter
Advertisment
ସାନ ପୁଅ ବିଧାୟକ ଏବଂ ବଡ଼ ପୁଅ ସାସଂଦ ପାଇଁ ରେଡି । ଆଗକୁ ୨ ପୁଅ ମଧ୍ୟରେ ଫାଇଟ୍ ନ ହେଉ ବୋଲି ଏହି ଫର୍ମୁଲା କି ? ମନ୍ମଥ ଏବଂ ସିଦ୍ଧାର୍ଥ ଉଭୟ ନିର୍ବାଚନ ଲଢିବାକୁ ଚାହୁଁଥିଲେ । କାଳେ ଦୁଇ ପୁଅ ମଧ୍ୟରେ ଝଗଡ଼ା ହେବ ସେଥିପାଇଁ ଏହି ଫଣ୍ଡା କି ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us