Advertisment

'ରାଜ୍ୟ ନୁହେଁ, ନିଜ ସ୍ୱାର୍ଥ ପାଇଁ ମେଣ୍ଟ'

'ଇଡି ଓ ସିବିଆଇ ଭୟ ପାଇଁ ମେଣ୍ଟ'

Advertisment

ପ୍ରେସମିଟରେ ମନ୍ତବ୍ୟ ରଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ। କହିଲେ, ରାଜ୍ୟ ନୁହେଁ, ନିଜ ସ୍ୱାର୍ଥ ପାଇଁ ବିଜେପି ସହ ମେଣ୍ଟ କରୁଛି ବିଜେଡି। ଇଡି ଓ ସିବିଆଇ ଭୟ ପାଇଁ ମେଣ୍ଟ, ଲୋକେ ଜାଣିଗଲେଣି। କଂଗ୍ରେସର ୯ରୁ ୯୦ ମିଶନ ସଫଳ ହେବ, କଂଗ୍ରେସ ସରକାର ଗଢ଼ିବ। 

Advertisment
Congress Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe