Advertisment

ଫେରିବାକୁ ବ୍ୟାକୁଳ ମୋକିମ !

ଖୁବଶୀଘ୍ର କଟକ ବାରବାଟୀ ବିଧାୟକଙ୍କ ଉପରୁ ନିଲମ୍ବନ ହଟାଇପାରେ କଂଗ୍ରେସ ।

author-image
Manoj Swain

ମନୋମାଳିନ୍ୟ ଦୂର କରି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ପୁଣିଥରେ କୋଳେଇ ନେଇପାରେ କଂଗ୍ରେସ । ଖୁବଶୀଘ୍ର କଟକ ବାରବାଟୀ ବିଧାୟକଙ୍କ ଉପରୁ ନିଲମ୍ବନ ହଟାଇପାରେ କଂଗ୍ରେସ । ନିଜେ ମୋକିମ ଏନେଇ ଆଶାବାଦୀ ଥିବା ବେଳେ ଦୁର୍ଗାପୂଜା ବେଳେ କଟକରେ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ବିଧାୟକ ମହମ୍ମଦ ମୋକିମ ଏକାଠି ବୁଲିବା ଚର୍ଚ୍ଚାକୁ ବେଶ ଖୋରାକ ଯୋଗାଇଛି। ଏନେଇ ମୋକିମ କହିଛନ୍ତି, ମୁଁ କଂଗ୍ରେସରେ ରହିଛି।

Advertisment
Congress Odisha Odisha Politics