ଫେରିବାକୁ ବ୍ୟାକୁଳ ମୋକ୍ୱିମ୍ ! | Odisha Reporter
Advertisment
ମନୋମାଳିନ୍ୟ ଦୂର କରି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ପୁଣିଥରେ କୋଳେଇ ନେଇପାରେ କଂଗ୍ରେସ । ଖୁବଶୀଘ୍ର କଟକ ବାରବାଟୀ ବିଧାୟକଙ୍କ ଉପରୁ ନିଲମ୍ବନ ହଟାଇପାରେ କଂଗ୍ରେସ । ନିଜେ ମୋକିମ ଏନେଇ ଆଶାବାଦୀ ଥିବା ବେଳେ ଦୁର୍ଗାପୂଜା ବେଳେ କଟକରେ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ବିଧାୟକ ମହମ୍ମଦ ମୋକିମ ଏକାଠି ବୁଲିବା ଚର୍ଚ୍ଚାକୁ ବେଶ ଖୋରାକ ଯୋଗାଇଛି। ଏନେଇ ମୋକିମ କହିଛନ୍ତି, ମୁଁ କଂଗ୍ରେସରେ ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us