ମାଡ଼ ମାରି ଅଡୁଆରେ ତାରାଙ୍କ ଭାଇ

ପୁଣି ଚର୍ଚ୍ଚାରେ କୋରାପୁଟ ରାଜନୀତି । ପ୍ରଥମେ ଏହି ଭାଇରାଲ ଭିଡ଼ିଓକୁ ଦେଖନ୍ତୁ । କେମିତି ଦଲଲାଙ୍କୁ ଟ୍ୟୁସନ କରୁଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହୀନୀପତିଙ୍କ ଭାଇ ଭଗବାନ ବାହିନୀପତି ।

Manoj Swain
  • Published: Sunday, 13 August 2023
  • Updated: 13 August 2023, 07:51 PM IST

Sports

Latest News

ପୁଣି ଚର୍ଚ୍ଚାରେ କୋରାପୁଟ ରାଜନୀତି । ପ୍ରଥମେ ଏହି ଭାଇରାଲ ଭିଡ଼ିଓକୁ ଦେଖନ୍ତୁ । କେମିତି ଦଲଲାଙ୍କୁ ଟ୍ୟୁସନ କରୁଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହୀନୀପତିଙ୍କ ଭାଇ ଭଗବାନ ବାହିନୀପତି । ଏହା ସହ ଜଣେ ଦଲାଲକୁ ଶକ୍ତ ଚାପୁଡ଼ା ମଧ୍ୟ ମାରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos