ମାଡ଼ ମାରି ଅଡୁଆରେ ତାରାଙ୍କ ଭାଇ | Congress MLA Tarabahani\'s Brother In Trouble। Odisha Reporter
Advertisment
ପୁଣି ଚର୍ଚ୍ଚାରେ କୋରାପୁଟ ରାଜନୀତି । ପ୍ରଥମେ ଏହି ଭାଇରାଲ ଭିଡ଼ିଓକୁ ଦେଖନ୍ତୁ । କେମିତି ଦଲଲାଙ୍କୁ ଟ୍ୟୁସନ କରୁଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହୀନୀପତିଙ୍କ ଭାଇ ଭଗବାନ ବାହିନୀପତି । ଏହା ସହ ଜଣେ ଦଲାଲକୁ ଶକ୍ତ ଚାପୁଡ଼ା ମଧ୍ୟ ମାରିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us