Advertisment

ଭଣ୍ଡାରିପୋଖରୀରୁ ଲଢ଼ିବେ ନିରଞ୍ଜନ ପଟ୍ଟନାୟକ

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥର ଭଣ୍ଡାରିପୋଖରୀରୁ ଲଢ଼ିବେ।

author-image
Manoj Swain
ଅଦ୍ୟତନ ହୋଇଛି

'ଗତ ନିର୍ବାଚନରେ ମାତ୍ର ଦୁଇଦିନ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ଯାଇଥିଲି । ବିନା ପ୍ରଚାରରେ ମୋତେ 62 ହଜାର ଭୋଟ୍ ମିଳିଥିଲା । ଲୋକଙ୍କ ଏତେ ମାତ୍ରାରେ ଭଲପାଇବା ଥିବାରୁ ଭଣ୍ଡାରିପୋଖରୀ ଜନସାଧାରଣଙ୍କ ପାଖରେ କୃତଜ୍ଞ ।' କିଛି ଏଭଳି କହିଛନ୍ତି ଭଣ୍ଡାରିପୋଖରୀ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha Congress Niranjan Patnaik