ଅଦ୍ୟତନ ହୋଇଛି
\'ବିନା ପ୍ରଚାରରେ 62 ହଜାର ଭୋଟ୍ ପାଇଥିଲି\' | Odisha Reporter
Advertisment
'ଗତ ନିର୍ବାଚନରେ ମାତ୍ର ଦୁଇଦିନ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ଯାଇଥିଲି । ବିନା ପ୍ରଚାରରେ ମୋତେ 62 ହଜାର ଭୋଟ୍ ମିଳିଥିଲା । ଲୋକଙ୍କ ଏତେ ମାତ୍ରାରେ ଭଲପାଇବା ଥିବାରୁ ଭଣ୍ଡାରିପୋଖରୀ ଜନସାଧାରଣଙ୍କ ପାଖରେ କୃତଜ୍ଞ ।' କିଛି ଏଭଳି କହିଛନ୍ତି ଭଣ୍ଡାରିପୋଖରୀ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us