ବିଜେଡିରେ ମିଶିଗଲେ କି ସୁର ? | Congress MLA Sura Routray Campaigns For BJD | Odisha Reporter
Advertisment
ରାଜଧାନୀ ଭୁବନେଶ୍ୱରରେ ରାଜନୈତିକ ତାତି ଦେଖିବାକୁ ମିଳିଲାଣି । ପ୍ରଚାର ଆରମ୍ଭ କରିଛନ୍ତି ବିଜେଡିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା। ଏହି ପ୍ରଚାର ସମୟରେ ବରିଷ୍ଠ ରାଜନେତା ସୁରେଶ ରାଉତରାୟଙ୍କ ବିଜେଡି ନାରା। କହିଲେ, ଭୋଟ ଦେବ କୋଉଠି, ଶଙ୍ଖ ଚିହ୍ନ ଯେଉଁଠି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us