ସାନ ପୁଅ ଛାଡିଲେ,ବଡ଼ ପୁଅ ଧରିଲେ | Odisha Reporter
କିଛି ଦିନର ହଟଚମଟ ପରେ ପୁଣି ଚର୍ଚ୍ଚାରେ ସୁର ଓ ତାଙ୍କ ପରିବାର। ବିଶେଷକରି ଦୁଇ ପୁଅଙ୍କ ପାଇଁ ପଦାରେ ପଡିଥିବା ଭାବମୂର୍ତ୍ତିକୁ ବଞ୍ଚାଇବାକୁ ଅଣ୍ଟା ଭିଡିଛନ୍ତି ବରିଷ୍ଠ ବିଧାୟକ ସୁର ରାଉତରାୟ। ଗୋଟିଏ ପଟେ ଦୁଇ ପୁଅ ନିର୍ବାଚନ ମୈଦାନକୁ ଏକ ସମୟରେ ଓହ୍ଲାଇବାକୁ ନେଇ ସୁର ହଡବଡେଇ ଯାଇଛନ୍ତି। । ନିଜ ଭାବମୂର୍ତ୍ତିକୁ ନେଇ ଦ୍ୱନ୍ଦ୍ୱରେ ରହିବା ପରେ ଶେଷରେ ବଡ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ଦଳରେ ମିଶାଇଛନ୍ତି ସୁର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
