Advertisment

ସାନ ପୁଅ ଛାଡିଲେ, ବଡ଼ ପୁଅ ଧରିଲେ

କିଛି ଦିନର ହଟଚମଟ ପରେ ପୁଣି ଚର୍ଚ୍ଚାରେ ସୁର ଓ ତାଙ୍କ ପରିବାର। ବିଶେଷକରି ଦୁଇ ପୁଅଙ୍କ ପାଇଁ ପଦାରେ ପଡିଥିବା ଭାବମୂର୍ତ୍ତିକୁ ବଞ୍ଚାଇବାକୁ ଅଣ୍ଟା ଭିଡିଛନ୍ତି ବରିଷ୍ଠ ବିଧାୟକ ସୁର ରାଉତରାୟ।

Advertisment

କିଛି ଦିନର ହଟଚମଟ ପରେ ପୁଣି ଚର୍ଚ୍ଚାରେ ସୁର ଓ ତାଙ୍କ ପରିବାର। ବିଶେଷକରି ଦୁଇ ପୁଅଙ୍କ ପାଇଁ ପଦାରେ ପଡିଥିବା ଭାବମୂର୍ତ୍ତିକୁ ବଞ୍ଚାଇବାକୁ ଅଣ୍ଟା ଭିଡିଛନ୍ତି ବରିଷ୍ଠ ବିଧାୟକ ସୁର ରାଉତରାୟ। ଗୋଟିଏ ପଟେ ଦୁଇ ପୁଅ ନିର୍ବାଚନ ମୈଦାନକୁ ଏକ ସମୟରେ ଓହ୍ଲାଇବାକୁ ନେଇ ସୁର ହଡବଡେଇ ଯାଇଛନ୍ତି। । ନିଜ ଭାବମୂର୍ତ୍ତିକୁ ନେଇ ଦ୍ୱନ୍ଦ୍ୱରେ ରହିବା ପରେ ଶେଷରେ ବଡ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ଦଳରେ ମିଶାଇଛନ୍ତି ସୁର।

Advertisment
Odisha Congress Sura Routray
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe