Advertisment

‘ମନ୍ତ୍ରୀଙ୍କୁ ସୁପ୍ରିମ କର, ସଚିବଙ୍କୁ ତଳକୁ କର’

'ବିଜେଡି ଦଳରେ କେହି ଉଚ୍ଚ ରହିପାରିବେନି, ଉପରେ ନବୀନ ବାବୁ, ତଳେ ପାଣ୍ଡିଆନ'

author-image
Manoj Swain

ବିଜେଡି ଦଳରେ କେହି ଉଚ୍ଚ ରହିପାରିବେନି। ଉପରେ ନବୀନ ବାବୁ, ତଳେ ପାଣ୍ଡିଆନ, ଥାର୍ଡରେ କୌଣସି ମନ୍ତ୍ରୀଙ୍କ ନାଁ ଅଛି କି ? ସଚିବଙ୍କ ନାଁ ଉପରେ ମନ୍ତ୍ରୀଙ୍କ ନାଁ ଶୁଣୁଛନ୍ତି କି ? କିଛି ଏଭଳି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

Advertisment
Odisha Congress Sura Routray