Advertisment

‘ମନ୍ତ୍ରୀଙ୍କୁ ସୁପ୍ରିମ କର, ସଚିବଙ୍କୁ ତଳକୁ କର’

'ବିଜେଡି ଦଳରେ କେହି ଉଚ୍ଚ ରହିପାରିବେନି, ଉପରେ ନବୀନ ବାବୁ, ତଳେ ପାଣ୍ଡିଆନ'

Advertisment

ବିଜେଡି ଦଳରେ କେହି ଉଚ୍ଚ ରହିପାରିବେନି। ଉପରେ ନବୀନ ବାବୁ, ତଳେ ପାଣ୍ଡିଆନ, ଥାର୍ଡରେ କୌଣସି ମନ୍ତ୍ରୀଙ୍କ ନାଁ ଅଛି କି ? ସଚିବଙ୍କ ନାଁ ଉପରେ ମନ୍ତ୍ରୀଙ୍କ ନାଁ ଶୁଣୁଛନ୍ତି କି ? କିଛି ଏଭଳି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

Advertisment
Congress Sura Routray Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe