‘୯ ରୁ ୯୦ ନୁହେଁ ୯ ରୁ ୦ ବି ହୋଇପାରନ୍ତି’ | Odisha Reporter
ସୁରେଶ ରାଉତରାୟଙ୍କୁ କଂଗ୍ରେସ ୬ ବର୍ଷ ବହିଷ୍କାରକୁ ନେଇ ପୁଅ ତଥା ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପ୍ରତିକ୍ରିୟା। କହିଲେ, ୯ ରୁ ୯୦ ନୁହେଁ ୯ ରୁ ୦ ବି ହୋଇପାରନ୍ତି। ବାପାଙ୍କୁ ବାସନ୍ଦ ଠିକ୍ ନିଷ୍ପତି ନୁହେଁ। ଗଣତନ୍ତ୍ରରେ ସବୁ ଦଳ ରହିବା ଦରକାର। କିନ୍ତୁ ସେମାନେ ଯେଉଁ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ସ୍ଥିତି ଆହୁରି ଖରାପ ହେବ। ମୋ ନିର୍ବାଚନ ଲଢ଼ିବା ଉପରେ କିଛି ପ୍ରଭାବ ପଡିବନି। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
