ବାଚସ୍ପତି ନିର୍ବାଚନକୁ ବର୍ଜନ କରିବ କଂଗ୍ରେସ ବିଧାୟକ ଦଳ

ପ୍ରଦେଶ କଂଗ୍ରେସ ପକ୍ଷରୁ ଜାରି ସୂଚନା ଅନୁସାରେ, ଆସନ୍ତା ୨୧ତାରିଖରେ ବିଧାନସଭା ବାଚସ୍ପତି ପଦ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

congress

representational image

Ordigital Desk
  • Published: Wednesday, 13 September 2023
  • Updated: 13 September 2023, 07:47 PM IST

Sports

Latest News

ଓଡ଼ିଶା ବିଧାନସଭା ବାଚସ୍ପତି ନିର୍ବାଚନରେ କଂଗ୍ରେସ ବିଧାୟକମାନେ ସାମିଲ ହେବେନି । ପଶ୍ଚିମଓଡ଼ିଶାର ଗଣପର୍ବ ‘ନୂଆଖାଇ’ ଉତ୍ସବ ପାଳନକୁ ଦୃଷ୍ଟିରେ ରଖି କଂଗ୍ରେସ ବିଧାୟକମାନେ ଚଳିତମାସ ୨୧ତାରିଖରେ ହେବାକୁ ଥିବା ବାଚସ୍ପତି ପଦ ପାଇଁ ନିର୍ବାଚନକୁ ବର୍ଜନ କରିବେ ବୋଲି ସୂଚନା ମିଳିଛି ।

Also Read

ପ୍ରଦେଶ କଂଗ୍ରେସ ପକ୍ଷରୁ ଜାରି ସୂଚନା ଅନୁସାରେ, ଆସନ୍ତା ୨୧ତାରିଖରେ ବିଧାନସଭା ବାଚସ୍ପତି ପଦ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ୧୮ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଦିନ ଧାର୍ଯ୍ୟ ହୋଇଛି । ତେବେ ୨୦ତାରିଖରେ ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଖାଇ ଓ ୨୧ତାରିଖରେ ନୂଆଖାଇ ଭେଟଘାଟ ପାଳନ ହେବାକୁ ଯାଉଛି । ବିଶେଷକରି ପଶ୍ଚିମଓଡ଼ିଶାର ଲୋକମାନେ ନିଜର ସମସ୍ତ କାର୍ଯ୍ୟକୁ ପଛରେ ପକାଇ ଏହି ଗଣପର୍ବରେ ସପରିବାର ନବାନ୍ନ ଭକ୍ଷଣ କରିବାର ପରମ୍ପରା ରହିଛି । ଏହି ଉତ୍ସବ ପଶ୍ଚିମଓଡ଼ିଶାବାସୀଙ୍କ ପାଇଁ ଆବେଗପୂର୍ଣ୍ଣ ହୋଇଥିବାରୁ ରାଜ୍ୟ ସରକାର ମଧ୍ୟ ୨ଦିନ ସରକାରୀ ଛୁଟି ଘୋଷଣା କରିଥାନ୍ତି । ମାତ୍ର ଚଳିତବର୍ଷ ସରକାର କେବଳ ଗୋଟିଏ ଦିନ ଛୁଟି ଘୋଷଣା କରିଛନ୍ତି । ତେଣୁ ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଖାଇ ଉତ୍ସବରେ ସାମିଲ ପାଇଁ କଂଗ୍ରେସ ବିଧାୟକମାନେ ନିଜ ନିଜ ଅଂଚଳରେ ଉପସ୍ଥିତ ରହୁଥିବାରୁ ବାଚସ୍ପତି ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ବିଧାନସଭା ବାଚସ୍ପତି ପଦରୁ ଚଳିତବର୍ଷ ଜୁନ୍ ମାସରେ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇ ମନ୍ତ୍ରୀ ହେବାପରେ ଏହି ପଦ ଖାଲି ପଡ଼ିଛି । ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂ କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ତୁଲାଉଛନ୍ତି । ମାତ୍ର ଚଳିତମାସ ୨୨ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାରୁ ଏହା ପୂର୍ବରୁ ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଅବଶ୍ୟ କଂଗ୍ରେସ ପକ୍ଷରୁ ନୂଆଖାଇ ପାଇଁ ୨ଦିନ ଛୁଟି ଓ ବାଚସ୍ପତି ନିର୍ବାଚନ ଘୁଂଚାଇବାକୁ ଦାବି ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story