ହିଞ୍ଜିଳିରୁ ଲଢ଼ିବେ ରଜନୀକାନ୍ତ ! | BJP Leader Rajanikant Padhi | Hinjili Assembly constituency | OR
୨୦୨୪ ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି କଂଗ୍ରେସ। ଏହି ପ୍ରାର୍ଥୀ ତାଲିକାରେ ୭୫ ଜଣଙ୍କ ନାଁ ଘୋଷଣା କରିଛି ଦଳ । ତେବେ ଏହି ତାଲିକାରେ ହିଞ୍ଜିଳିରୁ ରଜନୀକାନ୍ତ ପାଢ଼ୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ହିଞ୍ଜିଳି ହେଉଛି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗଡ। ହିଞ୍ଜିଳି ଆସନକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ତେବେ କଂଗ୍ରେସ ଏଠାରେ ରଜନୀକାନ୍ତ ପାଢ଼ୀଙ୍କ ଉପରେ ଭରସା କରିଛି। ହିଞ୍ଜିଳିରେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ଓ ବିଜେପି ପ୍ରାର୍ଥୀ ଶିଶିର ମିଶ୍ରଙ୍କ ବିପକ୍ଷରେ କଂଗ୍ରେସରୁ ଲଢ଼ିବେ ରଜନୀକାନ୍ତ ପାଢ଼ୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
