ଜନମତ ସର୍ବେକ୍ଷଣ: ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଜିତିବ କଂଗ୍ରେସ, ରାଜସ୍ଥାନରେ ବିଜେପି କରିବ କ୍ଲିନ୍ ସ୍ୱିପ୍!

ABP-CVoter ଜନମତ ସର୍ବେକ୍ଷଣ ଅନୁସାରେ ଏଥର ଭଲ ସ୍କୋର୍ କରିବାକୁ ଯାଉଛି କଂଗ୍ରେସ। ନିଜ ଗଡ଼ ବଜାୟ ରଖିବା ସହ ଅନ୍ୟ ଆସନରେ ବି ଭଲ ପ୍ରଦର୍ଶନ କରିବା ନେଇ ଆକଳନ।

Representative Image

ପ୍ରତିକାତ୍ମକ ଚିତ୍ର

Debibandita Barick
  • Published: Tuesday, 10 October 2023
  • Updated: 10 October 2023, 01:53 PM IST

News Highlights

  • ଭଲ ପ୍ରଦର୍ଶନ କରିବ କଂଗ୍ରେସ
  • ନିଜର ଗୋଟିଏ ଗଡ ହରାଇବ ଆଉ ଏକ ଆସନରେ ଜିତିବ
  • ବିଆରସ୍ ହାତରୁ ଯିବ ୩୯ ଆସନ
  • ମିଜୋରାମରେ ଝୁଲା ଫଳାଫଳ

Sports

Latest News

ଦେଶରେ ୫ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ୍। ନଭେମ୍ବର ୭ରୁ ଆରମ୍ଭ ହେବ ମତଦାନ। ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଥିବାରୁ ଏହି ୫ ଗଡ଼ରେ କେଉଁ ଦଳ କେତେ ନଂ ରଖୁଛି ତାହା ଏବେ ଫୋକସରେ। ଆଉ ଏହାରି ମଧ୍ୟରେ ପ୍ରକାଶ ପାଇଲାଣି ଓପିନିଅନ୍ ପୋଲ୍ ବା ମତାମତ ସର୍ଭେ। 

ABP-CVoter ଓପିନିଅନ୍ ପୋଲ୍ ଅନୁସାରେ ଏଥର ଭଲ ସ୍କୋର୍ କରିବାକୁ ଯାଉଛି କଂଗ୍ରେସ। ନିଜ ଗଡ଼ ବଜାୟ ରଖିବା ସହ ଅନ୍ୟ ଆସନରେ ବି ଭଲ ପ୍ରଦର୍ଶନ କରିବ ବୋଲି ଆକଳନ କରାଯାଇଛି। ଜନମତ ସର୍ବେକ୍ଷଣ ରିପୋର୍ଟ ଅନୁସାରେ କଂଗ୍ରେସ ବିଧାନସଭା ନିର୍ବାଚନରେ ବିଜେପି ଶାସନାଧୀନ ମଧ୍ୟ ପ୍ରଦେଶ ଗଡ଼ ଅକ୍ତିଆର କରିପାରେ। ସେହିପରି ଛତିଶଗଡ଼ରେ ବିଜୟୀ ହେବା ସହ ତେଲେଙ୍ଗାନାରେ ଆଗରେ ରହିପାରେ।

କିନ୍ତୁ କଂଗ୍ରେସ ସରକାର ଥିବା ରାଜସ୍ଥାନ ଗଡ଼ ହାତରୁ ଖସିଯିବାର ସମ୍ଭାବନା ଅଧିକ। ବିଜେପି ରାଜସ୍ଥାନରେ କ୍ଲିନ୍ ସ୍ୱିପ୍ କରିନେବ ବୋଲି ଏବିପି-ସିଭୋଟର୍ ଆକଳନ କରିଛି। 

ମତାମତ ସର୍ଭେ ଅନୁଯାୟୀ, କଂଗ୍ରେସ ଏହି ଜାତୀୟ ସ୍ତରର ସେମିଫାଇନାଲ୍ ଯୁଦ୍ଧରେ ବିଜେପିକୁ ମଧ୍ୟପ୍ରଦେଶରୁ ଗାଦିଚ୍ୟୁତ କରିବ। ୨୩୦ ଆସନ ବିଶିଷ୍ଟ ଏହି ବିଧାନସଭା ଆସନରେ କଂଗ୍ରେସ ପାଇବ ୧୧୯ ସିଟ୍। ୨୦୧୮ରେ ଦଳ ଏଠାରେ ପାଇଥିଲା ୧୧୪ ଆସନ। ଆସନ୍ତା ନିର୍ବାଚନରେ କଂଗ୍ରେସ ଏଠାରୁ ଆଉ ପାଞ୍ଚ ସିଟ୍ ପାଇ ନିଜ ଅଧୀନକୁ ନେଇଯିବ। ବିଜେପିକୁ ଏଥର ୧୧୦ ଆସନ ମିଳିବ ବୋଲି ଓପିନିଅନ୍ ପୋଲ୍ ମତାମତ ପ୍ରକାଶ କରିଛି। 

Also Read

ସେପଟେ, ଆଗାମୀ ବିଧାନସଭା ନିର୍ବାଚନରେ ଭୂପେଶ ବାଗେଲଙ୍କ ନେତୃତ୍ୱାଧୀନ କଂଗ୍ରେସ ଛତିଶଗଡ଼ରେ କ୍ଷମତା ବଜାୟ ରଖିବାକୁ ଯାଉଛି। ୯୦ ଆସନ ବିଶିଷ୍ଟ ଏହି ବିଧାନସଭା ଆସନରେ କଂଗ୍ରେସ ୪୮ ଆସନ ଜିତିବ ବୋଲି ଆକଳନ କରାଯାଇଛି।

ଏବିପି-ସିଭୋଟର୍ ସର୍ଭେର ବର୍ତ୍ତମାନର ପୂର୍ବାନୁମାନ ଅନୁଯାୟୀ, ଏଥର ବିଜେପି କଂଗ୍ରେସ ହାତରୁ ରାଜସ୍ଥାନକୁ ଛଡ଼ଇ ଆଣିବ। ବିଜେପି ଏଥର ପୂର୍ବ ନିର୍ବାଚନ ଅପେକ୍ଷା ରାଜସ୍ଥାନରେ ୫୯ଟି ସିଟ୍ ଅଧିକ ପାଇବ। ୧୩୨ଟି ଆସନ ସହ ବିଜେପି ଏଠାରେ ସରକାର ଗଢ଼ିବ। ସେହିପରି କଂଗ୍ରେସର ୩୬ଟି ସିଟ୍ ହ୍ରାସ ପାଇବ। ପୂର୍ବ ନିର୍ବାଚନରେ ଦଳ ଏଠାରେ ୧୦୦ ଆସନ ଜିତି କ୍ଷମତା ଅକ୍ତିଆର୍ କରିଥିବା ବେଳେ ଏଥର ମାତ୍ର ୬୪ ଆସନ ପାଇବ। 

ମତାମତ ସର୍ଭେ ଅନୁଯାୟୀ, କେସିଆରଙ୍କ ନେତୃତ୍ୱାଧୀନ ଭାରତ ରାଷ୍ଟ୍ର ସମିତି(ବିଆରଏସ୍)ର ତେଲେଙ୍ଗାନାରେ ଏଥର ଆଗରେ ରହିପାରେ କଂଗ୍ରେସ, କିନ୍ତୁ ସଂଖ୍ୟାଗରିଷ୍ଠତା ହାସଲ କରିପାରିବ ନାହିଁ। ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନାରେ ଏକ ବଡ଼ ଲମ୍ଫ ମାରିବ କଂଗ୍ରେସ। ଦଳ ଏଠାରେ ୨୦୧୮ ନିର୍ବାଚନରେ ୩୪ଟି ଆସନ ପାଇଥିବା ବେଳେ ଏଥର ପାଇବ ୫୪ ସିଟ୍।

ସେପଟେ ବିଆରଏସର ପ୍ରଦର୍ଶନ ଖୁବ୍ ଦୁର୍ବଳ ରହିବ। ଦଳ ପୂର୍ବଥର ଏଠାରୁ ୮୮ ଆସନ ପାଇ ସରକାର ଗଢ଼ିଥିବା ବେଳେ ଏଥର ୩୯ଟି ଆସନ ହାତରୁ ହରାଇ ମାତ୍ର ୪୯ ସିଟରେ ସୀମୀତ ରହିବ ବୋଲି ସର୍ବେକ୍ଷଣ ରିପୋର୍ଟରେ ଉଲ୍ଲେଖ ରହିଛି।  

ମିଜୋରାମରେ ଏଥର ଝୁଲା ଫଳାଫଳ ଅର୍ଥାତ୍ କେହି ସଂଖ୍ୟାଗରିଷ୍ଠତା ହାସଲ କରିପାରିବେନି ବୋଲି ଆକଳନ କରିଛି ଏବିପି-ସିଭୋଟର୍। 40 ଆସନ ବିଭିଷ୍ଟ ଏହି ଗଡରେ 26 ଆସନ ପାଇ ସରକାର ଗଢିଥିବା ମିଜୋ ନ୍ୟାସନାଲ ଫ୍ରଣ୍ଟ(MNF)ର 11 ସିଟ୍ ହ୍ରାସ ପାଇବ। କଂଗ୍ରେସ ଏଠାରୁ 12 ସିଟ୍ ପାଇବାକୁ ଥିବାବେଳେ ଜୋରମ୍ ପିପଲ୍ସ ମୁଭମେଣ୍ଟ(ZPM) 11 ଆସନ ପାଇବ ବୋଲି ଆକଳନ କରିଛି ଏବିପି-ସିଭୋଟର୍। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story