ପାଣ୍ଡିଆନଙ୍କ ଗସ୍ତ ଲୋକେ ଫୁଲ୍ ଅସ୍ତବ୍ୟସ୍ତ | Odisha Reporter
5T ସଚିବଙ୍କ ବଲାଙ୍ଗିର ଗସ୍ତକୁ ବିଜେପି ଓ କଂଗ୍ରେସ ଜୋରଦାର ବିରୋଧ । ଦେଓଗାଁ ନିକଟରେ ବିଜୟାନନ୍ଦ ଚିନିକଳର ପୁର୍ନରୁଦ୍ଧାର ଦାବି ସହ ସଚିବଙ୍କ ରାଜକୀୟ ଗସ୍ତକୁ ବିରୋଧ କରିଥିଲା କଂଗ୍ରେସ । ଠିକ ସେମିତି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କୁ ସଚିବଙ୍କ ଉଦବୋଧନ ସମୟରେ, ବିଶ୍ୱବିଦ୍ୟାଳୟର ଅଧ୍ୟପକ ମରୁଡି କଥା ଉଠାଇ, ଗଣତନ୍ତ୍ରର ସୁରକ୍ଷା ନାରା ଦେଇ, ସଚିବଙ୍କୁ ଜୋରଦାର ବିରୋଧ କରିଥିଲା ଛାତ୍ର ଓ ଯୁବ କଂଗ୍ରେସ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
