Advertisment

‘ସଭାକୁ ଯିବି ପାଣ୍ଡିଆନଙ୍କୁ ପ୍ରଶ୍ନ ପଚାରିବି’

କଳା ଶାଢ଼ି ପିନ୍ଧି ପ୍ରତିବାଦ କଲେ ମହିଳା କଂଗ୍ରେସ କର୍ମୀ । ଗୋପବନ୍ଧୁ ଛକରୁ କଳା ଶାଢ଼ୀ ପିନ୍ଧି ନାରାବାଜୀ ଦେଇ ବାହାରିଲେ ମହିଳା କର୍ମୀ ।

author-image
Manoj Swain

ଯାଜପୁର: 5T ସଚିବଙ୍କ ବ୍ୟାସନଗର ଗସ୍ତ ପୂର୍ବରୁ କଂଗ୍ରେସର ବିରୋଧ । କଳା ଶାଢ଼ି ପିନ୍ଧି ପ୍ରତିବାଦ କଲେ ମହିଳା କଂଗ୍ରେସ କର୍ମୀ । ଗୋପବନ୍ଧୁ ଛକରୁ କଳା ଶାଢ଼ୀ ପିନ୍ଧି ନାରାବାଜୀ ଦେଇ ବାହାରିଲେ ମହିଳା କର୍ମୀ ।

Advertisment
Jajpur Odisha Congress Vk Pandian