5-T ସଚିବଙ୍କ ଗସ୍ତକୁ କଂଗ୍ରେସର ବିରୋଧ | Odisha Reporter
ବଲାଙ୍ଗିର ଇଷ୍ଟଦେଵୀ ମା ସମଲେଶ୍ୱରୀଙ୍କ ଦର୍ଶନ କରିବେ ୫-ଟି ସଚିବ ଭି.କେ ପାଣ୍ଡିଆନ । ଏହା ପୂର୍ବରୁ ପାଣ୍ଡିଆନଙ୍କ ଗସ୍ତଙ୍କୁ ବିରୋଧ କରିଛି ଜିଲ୍ଲା କଂଗ୍ରେସ । କଂଗ୍ରେସ କର୍ମୀ ମାନେ ମୁହଁରେ କଳାପଟି ବାନ୍ଧି ପାଟଣାଛକଠାରେ ମୌନ ପ୍ରତିବାଦ କରୁଛନ୍ତି । ଏହା ସହିତ ନୂତନ ସମଲେଶ୍ୱରୀ ମନ୍ଦିରର ନିର୍ମାଣ ପାଇଁ ମଧ୍ୟ ଦାବୀ କରିଛି କଂଗ୍ରେସ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
