Advertisment

୫-ଟି ସଚିବଙ୍କ ଗସ୍ତକୁ କଂଗ୍ରେସର ବିରୋଧ

ବଲାଙ୍ଗିର: ମୁହଁରେ କଳାପଟି ବାନ୍ଧି ୫-ଟି ସଚିବଙ୍କ ଗସ୍ତକୁ କଂଗ୍ରେସର ବିରୋଧ ।

Advertisment

ବଲାଙ୍ଗିର ଇଷ୍ଟଦେଵୀ ମା ସମଲେଶ୍ୱରୀଙ୍କ ଦର୍ଶନ କରିବେ ୫-ଟି ସଚିବ ଭି.କେ ପାଣ୍ଡିଆନ । ଏହା ପୂର୍ବରୁ ପାଣ୍ଡିଆନଙ୍କ ଗସ୍ତଙ୍କୁ ବିରୋଧ କରିଛି ଜିଲ୍ଲା କଂଗ୍ରେସ । କଂଗ୍ରେସ କର୍ମୀ ମାନେ ମୁହଁରେ କଳାପଟି ବାନ୍ଧି ପାଟଣାଛକଠାରେ ମୌନ ପ୍ରତିବାଦ କରୁଛନ୍ତି । ଏହା ସହିତ ନୂତନ ସମଲେଶ୍ୱରୀ ମନ୍ଦିରର ନିର୍ମାଣ ପାଇଁ ମଧ୍ୟ ଦାବୀ କରିଛି କଂଗ୍ରେସ ।

Advertisment
Odisha 5T
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe