3 ଜଣଙ୍କ ଉପରୁ ଉଠିଲା, ଶ୍ରୀକାନ୍ତଙ୍କ ଆଶା ମଉଳିଲା !

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଛି କଂଗ୍ରେସ।

Manoj Swain
  • Published: Wednesday, 24 January 2024
  • Updated: 24 January 2024, 11:10 AM IST

Sports

Latest News

ଦଳ ବିରୋଧରେ ବିଷୋଦଗାର ପରେ ତଡା ଖାଇଥିବା ନେତାଙ୍କୁ ପୁଣିଥରେ କୋଳେଇନେଲା କଂଗ୍ରେସ। ଆଗକୁ ନିର୍ବାଚନ ଆସୁଥିବାରୁ ପୁଣିଥରେ ଦଳ ସେମାନଙ୍କୁ ମନେ ପକାଇଛି। ଝାରସୁଗୁଡ଼ା ନିର୍ବାଚନ ବେଳେ ବସନ୍ତ, ଜାନକୀଙ୍କ ସୁବର୍ଣ୍ଣ ଯୁଗ କଥା ମନେ ପକାଇ ଦଳରୁ ସସପେଣ୍ଡ ହୋଇଥିଲେ। କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଛି ରାଜ୍ୟ କଂଗ୍ରେସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos