Advertisment

3 ଜଣଙ୍କ ଉପରୁ ଉଠିଲା, ଶ୍ରୀକାନ୍ତଙ୍କ ଆଶା ମଉଳିଲା !

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଛି କଂଗ୍ରେସ।

Advertisment

ଦଳ ବିରୋଧରେ ବିଷୋଦଗାର ପରେ ତଡା ଖାଇଥିବା ନେତାଙ୍କୁ ପୁଣିଥରେ କୋଳେଇନେଲା କଂଗ୍ରେସ। ଆଗକୁ ନିର୍ବାଚନ ଆସୁଥିବାରୁ ପୁଣିଥରେ ଦଳ ସେମାନଙ୍କୁ ମନେ ପକାଇଛି। ଝାରସୁଗୁଡ଼ା ନିର୍ବାଚନ ବେଳେ ବସନ୍ତ, ଜାନକୀଙ୍କ ସୁବର୍ଣ୍ଣ ଯୁଗ କଥା ମନେ ପକାଇ ଦଳରୁ ସସପେଣ୍ଡ ହୋଇଥିଲେ। କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଛି ରାଜ୍ୟ କଂଗ୍ରେସ।

Advertisment
Congress Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe