ଉଠିଲା ନିଲମ୍ବନ, ଫେରିଲେ ମୋକିମ, ଚିରଞ୍ଜିବ | Odisha Reporter
୩ କଂଗ୍ରେସ ନେତାଙ୍କ ଉପରୁ ହଟିଲା ନିଲମ୍ବନ
କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଛି ରାଜ୍ୟ କଂଗ୍ରେସ।
ଉଠିଲା ନିଲମ୍ବନ, ଫେରିଲେ ମୋକିମ, ଚିରଞ୍ଜିବ | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
