Advertisment

ଭୋଟ୍ ପୂର୍ବରୁ ହାତ ଛାଡି ବିଆରଏସରେ ମିଶିଲେ ପଲବାଇ ଶ୍ରାବନ୍ତି

ଚଳିତ ମାସ 30 ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ପଡିବ। ଏଥିପାଇଁ ଆସନ୍ତାକାଲି ନାମାଙ୍କନ ପତ୍ର ଭରିବେ ପ୍ରାର୍ଥୀ।

Palvai Sravanthi joins BRS

Palvai Sravanthi joins BRS

Advertisment

ବିଧାନସଭା ନିର୍ବାଚନୀ ମାହୋଲ ମଧ୍ୟରେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି(ଟିପିସିସି)କୁ ବଡ ଝଟକା। ମୁଖପାତ୍ର ପଲବାଇ ଶ୍ରାବନ୍ତି ଦଳରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ହାତ ଛାଡୁ ଛାଡୁ ଶ୍ରାବନ୍ତି ଭାରତ ରାଷ୍ଟ୍ର ସମିତି(ବିଆରଏସ)ରେ ଯୋଗ ଦେଇଛନ୍ତି।

Advertisment

ଚଳିତ ମାସ 30 ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ପଡିବ। ଏଥିପାଇଁ ଆସନ୍ତାକାଲି ନାମାଙ୍କନ ପତ୍ର ଭରିବେ ପ୍ରାର୍ଥୀ। ଏହାରି ମଧ୍ୟରେ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ମୁଖପାତ୍ର ପଲବାଇ ଶ୍ରାବନ୍ତି। ଦଳ ତାଙ୍କୁ ଉଚିତ୍ ପ୍ରାଥମିକତା ଦେଇନଥିବା ଅଭିଯୋଗ କରିଛନ୍ତି ପଲବାଇ।

Congress Brs KCR Assembly Election Telangana Polls Palvai Sravanthi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe