Advertisment

'ଆମ ଓଡିଶା ନବୀନ ଓଡିଶା'କୁ ଝଟକା

ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକରେ ଏହି ଯୋଜନାରେ ପ୍ରକଳ୍ପ କାର୍ଯ୍ୟକାରୀ ବେଳେ ପଞ୍ଚାୟତର ସ୍ବାର୍ଥ ଓ ଗ୍ରାମସଭାରେ ସଂପୃକ୍ତି ରହିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି ।

author-image
Manoj Swain

'ଆମ ଓଡିଶା ନବୀନ ଓଡିଶା' ଯୋଜନାକୁ ନେଇ ଗାଁ ଗାଁରେ ଧରାମରା। ପଞ୍ଚାୟତ ପ୍ରତିନିଧିଙ୍କୁ ଅଣଦେଖା କରାଯାଉଛି, ପଲ୍ଲୀସଭାର ନାଁ ଗନ୍ଧ ନାହିଁ। ଏମିତି କିପରି ଚାଲିବ ଯୋଜନା। ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ହେବା ପରେ ଏବେ ଲାଗିଛି ହାଇକୋର୍ଟଙ୍କ ଛାଟ । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକରେ ଏହି ଯୋଜନାରେ ପ୍ରକଳ୍ପ କାର୍ଯ୍ୟକାରୀ ବେଳେ ପଞ୍ଚାୟତର ସ୍ବାର୍ଥ ଓ ଗ୍ରାମସଭାରେ ସଂପୃକ୍ତି ରହିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି ।

Advertisment
Naveen Patnaik Balasore Odisha