Advertisment

'ଆମ ଓଡିଶା ନବୀନ ଓଡିଶା'କୁ ଝଟକା

ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକରେ ଏହି ଯୋଜନାରେ ପ୍ରକଳ୍ପ କାର୍ଯ୍ୟକାରୀ ବେଳେ ପଞ୍ଚାୟତର ସ୍ବାର୍ଥ ଓ ଗ୍ରାମସଭାରେ ସଂପୃକ୍ତି ରହିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି ।

Advertisment

'ଆମ ଓଡିଶା ନବୀନ ଓଡିଶା' ଯୋଜନାକୁ ନେଇ ଗାଁ ଗାଁରେ ଧରାମରା। ପଞ୍ଚାୟତ ପ୍ରତିନିଧିଙ୍କୁ ଅଣଦେଖା କରାଯାଉଛି, ପଲ୍ଲୀସଭାର ନାଁ ଗନ୍ଧ ନାହିଁ। ଏମିତି କିପରି ଚାଲିବ ଯୋଜନା। ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ହେବା ପରେ ଏବେ ଲାଗିଛି ହାଇକୋର୍ଟଙ୍କ ଛାଟ । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକରେ ଏହି ଯୋଜନାରେ ପ୍ରକଳ୍ପ କାର୍ଯ୍ୟକାରୀ ବେଳେ ପଞ୍ଚାୟତର ସ୍ବାର୍ଥ ଓ ଗ୍ରାମସଭାରେ ସଂପୃକ୍ତି ରହିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି ।

Advertisment
Odisha Balasore Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe