ରତ୍ନଭଣ୍ଡାର ଖୋଲ ‘ଜଗନ୍ନାଥଙ୍କ ସମ୍ପତ୍ତି ତମର ନୁହଁ’ | Congress Satyagraha for Jagannath Temple Gates
ଶ୍ରୀମନ୍ଦିର ସମ୍ମୁଖରେ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ । ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଭକ୍ତ ମାନଙ୍କ ପ୍ରବେଶ। ରତ୍ନଭଣ୍ଡାର ଖୋଲିବା। ଗଣିବା ଓ ମରାମତି କରିବା। ଜଗନ୍ନାଥ ମହାପ୍ରଭୁଙ୍କ ଭୂ-ସଂପତ୍ତି ସମସ୍ୟାର ସ୍ଥାୟୀ ସମାଧାନ କରିବା । ବେଦାନ୍ତ ଅଧିଗୃହୀତ ଜମି ପ୍ରଜା ମାନଙ୍କ ନାମରେ ରେକର୍ଡ କରିବା । ଏହି ସବୁ ଦାବି ନେଇ କଂଗ୍ରେସ ତରଫରୁ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଉଛି। ତେବେ ଏହି ସତ୍ୟାଗ୍ରହକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
