Advertisment

‘ଜଗନ୍ନାଥଙ୍କ ସମ୍ପତ୍ତି ତମର ନୁହଁ’

ସତ୍ୟାଗ୍ରହକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କଣ କହିଛନ୍ତି ଶୁଣନ୍ତୁ।

ଅଦ୍ୟତନ ହୋଇଛି
Advertisment

ଶ୍ରୀମନ୍ଦିର ସମ୍ମୁଖରେ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ । ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଭକ୍ତ ମାନଙ୍କ ପ୍ରବେଶ। ରତ୍ନଭଣ୍ଡାର ଖୋଲିବା। ଗଣିବା ଓ ମରାମତି କରିବା। ଜଗନ୍ନାଥ ମହାପ୍ରଭୁଙ୍କ ଭୂ-ସଂପତ୍ତି ସମସ୍ୟାର ସ୍ଥାୟୀ ସମାଧାନ କରିବା । ବେଦାନ୍ତ ଅଧିଗୃହୀତ ଜମି ପ୍ରଜା ମାନଙ୍କ ନାମରେ ରେକର୍ଡ କରିବା । ଏହି ସବୁ ଦାବି ନେଇ କଂଗ୍ରେସ ତରଫରୁ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଉଛି। ତେବେ ଏହି ସତ୍ୟାଗ୍ରହକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କଣ କହିଛନ୍ତି ଶୁଣନ୍ତୁ।

Advertisment
Puri Shreemandir Congress Sura Routray Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe