କଂଗ୍ରେସ ପଠାଇଛି ମାଙ୍କଡ଼ ଫଟୋ ଚିଠି, ପ୍ରାପ୍ତେଷୁ ବିଜେଡି | Odisha Reporter
Advertisment
ମହାତ୍ମା ଗାନ୍ଧିଙ୍କ ତିନିଟି ମାଙ୍କଡ଼ ଭଳି ଏ ଫଟୋ। ହେଲେ ଟିକେ ଭିନ୍ନ ରୂପରେ। ଜଣେ ମାଙ୍କଡ଼ କାନରେ ଲଗେଇଛି ହେଡ ଫୋନ, ଆଉ ଜଣେ ପିନ୍ଧିଛି ମାସ୍କ, ଆଉ ଜଣେ ଆଖିରେ ଦେଇଛି କଳା ଚଷମା। ଭୁବନେଶ୍ୱରରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ ଅବସରରେ କଂଗ୍ରେସ ଏହି ଫଟୋ ଦେଖାଇ ରାଜ୍ୟ ସରକାରଙ୍କ ଶାସନ ମଡେଲ ଉପରେ ବର୍ଷିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us