‘ନେତା ମନ୍ତ୍ରୀ ଅଯୋଗ୍ୟ, ପାଣ୍ଡିଆନ କଣ ପୁରା ଯୋଗ୍ୟ’ | Odisha Reporter
Advertisment
ଯାଜପୁର: 5T ସଚିବଙ୍କ ଗସ୍ତ ପୂର୍ବରୁ କଂଗ୍ରେସର ବିରୋଧ ପ୍ରଦର୍ଶନ । ବ୍ରହ୍ମବରଦା ବ୍ୟାଙ୍କ ଛକରେ କଂଗ୍ରେସର ଶୋଭାଯାତ୍ରା । କଳା ପୋଷାକ ପିନ୍ଧି ନାରାବାଜି ସହ କଂଗ୍ରେସର ଶୋଭାଯାତ୍ରା। ତେବେ ଏହାକୁ ନେଇ ଜଣେ କଂଗ୍ରେସ ନେତ୍ରୀ କହିଛନ୍ତି, ଏସଏଚଜି ମହିଳା ଜାଣିନାହାନ୍ତି କାହାକୁ ଦେଖା କରିବାକୁ ଆସିଛନ୍ତି। ସେ କାହାକୁ ଗ୍ରିଭାନ୍ସ ଦେବେ ଜାଣିନାହାନ୍ତି। ଆମ ନେତା ମନ୍ତ୍ରୀ କଣ ଏତେ ଅଯୋଗ୍ୟ, ପାଣ୍ଡିଆନ ପୁରା ଯୋଗ୍ୟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us