Advertisment

'ବିଜେଡି-ବିଜେପି ବାହାଘର ପରେ ଏବେ ୧୦ଟି ଛୁଆ'

ବିଜେଡି-ବିଜେପି ବାହାଘର ପରେ ୧୦ ଛୁଆ ଜନ୍ମ ହୋଇଥିବା ଅଭିଯୋଗ ଆଣି ଅନ୍ନପ୍ରାସନ କରିଛି କଂଗ୍ରେସ ।

author-image
Manoj Swain

ଦୁର୍ନୀତି ଅଭିଯୋଗରେ କଂଗ୍ରେସର ଅଭିନବ ପ୍ରତିବାଦ। ବିଜେଡି-ବିଜେପି ବାହାଘର ପରେ ୧୦ ଛୁଆ ଜନ୍ମ ହୋଇଥିବା ଅଭିଯୋଗ ଆଣି ଅନ୍ନପ୍ରାସନ କରିଛି କଂଗ୍ରେସ । ତେବ ଏହାକୁ ନେଇ କଂଗ୍ରେସ ପ୍ରଭାରୀ ଅଜୟ କୁମାର କଣ କହିଛନ୍ତି ଶୁଣନ୍ତୁ।

Advertisment
Congress Odisha