Advertisment

'ଦଳରେ ମୋ ପଛରେ ଲାଗିଛନ୍ତି'

ଏଆଇସିସି ନୋଟିସ୍ ପଠାଇଥିଲା ତାର ଉତ୍ତର ମୁଁ ଦେଇ ଦେଇଛି ।

author-image
Manoj Swain
ଅଦ୍ୟତନ ହୋଇଛି

ମୁଁ କୌଣସି ଦଳରେ ଯାଇ ପ୍ରଚାର କରିନି କି ପୁଅ ପାଇଁ ପ୍ରଚାର କରିନି । ଏଆଇସିସି ନୋଟିସ୍ ପଠାଇଥିଲା ତାର ଉତ୍ତର ମୁଁ ଦେଇ ଦେଇଛି । ଦଳର କିଛି ଲୋକ ମୋ ପଛରେ ଲାଗିଛନ୍ତି । ଲୋକମାନେ ମୋ ସାଙ୍ଗରେ ଅଛନ୍ତି, କେହି କିଛି କରିପାରିବେନି । କିଛି ଏଭଳି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha Congress Sura Routray