ଅଦ୍ୟତନ ହୋଇଛି
\'ଦଳରେ ମୋ ପଛରେ ଲାଗିଛନ୍ତି\' | Congress Sura Routray Clarifies After Receiving show-cause Notice | OR |
Advertisment
ମୁଁ କୌଣସି ଦଳରେ ଯାଇ ପ୍ରଚାର କରିନି କି ପୁଅ ପାଇଁ ପ୍ରଚାର କରିନି । ଏଆଇସିସି ନୋଟିସ୍ ପଠାଇଥିଲା ତାର ଉତ୍ତର ମୁଁ ଦେଇ ଦେଇଛି । ଦଳର କିଛି ଲୋକ ମୋ ପଛରେ ଲାଗିଛନ୍ତି । ଲୋକମାନେ ମୋ ସାଙ୍ଗରେ ଅଛନ୍ତି, କେହି କିଛି କରିପାରିବେନି । କିଛି ଏଭଳି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us