‘ପାଣ୍ଡିଆନଙ୍କ ଘର ଘେରିବ ଛାତ୍ର କଂଗ୍ରେସ’

ଭୁବନେଶ୍ୱରରେ ରେଂଜରୋଭର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟଣା ।

Manoj Swain
  • Published: Tuesday, 07 November 2023
  • Updated: 07 November 2023, 12:51 PM IST

Sports

Latest News

ଭୁବନେଶ୍ୱରରେ ରେଂଜରୋଭର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟଣା । ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର ଦିନ କମିଶନର ଅଫିସ ଘେରିଥିଲା ଛାତ୍ର କଂଗ୍ରେସ । 'ପୁଲିସ ଏଯାଏ କାହିଁକି ସିସିଟିଭି ଫୁଟେଜ ସାର୍ବଜନୀନ କରୁନି । ପୁଲିସ ଚକ୍ରାନ୍ତ କରି ଗାଡ଼ି ନମ୍ବର ବଦଳାଇ ଦେଇଥିଲା। ବିଜେଡି ବିଧାୟିକାଙ୍କ ଭାଇ ବୋଲି ପୁଲିସ ତାଙ୍କୁ ଖସାଇ ଦେଇଛି। ପାଣ୍ଡିଆନଙ୍କ ଘର ଘେରିବ ଛାତ୍ର କଂଗ୍ରେସ।’ କିଛି ଏଭଳି କହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଛାତ୍ର କଂଗ୍ରେସ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos