ଆପ୍ ଦେଲା ଅଫର, ତାତିଲା କଂଗ୍ରେସ | Odisha Reporter
Advertisment
ଶପଥ ନେଇଥିଲେ ଏକାଠି ଲଢିବୁ, କେନ୍ଦ୍ରରେ ସରକାର କରିବୁ। ହେଲେ ମାସ କେଇଟା ପରେ ବଦଳିଗଲା କି ଆଭିମୁଖ୍ୟ। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଛତିଶଗଡ଼ ଗସ୍ତ କରି ରାଜ୍ୟବାସୀଙ୍କୁ ଲୋଭନୀୟ ଅଫର ଦେବା ସହିତ ବର୍ତ୍ତମାନର ସରକାରଙ୍କୁ ଟାର୍ଗେଟ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us