ବିଜେଡି-ବିଜେପି ସମ୍ପର୍କ: ୧୧ରେ ଅନ୍ନପ୍ରାଶନ କରିବ କଂଗ୍ରେସ

ଆସନ୍ତା ୧୧ତାରିଖରେ କଂଗ୍ରେସ ଭବନ ପରିସରରେ ହିନ୍ଦୁ ରୀତିନୀତିରେ ଏହି ଅନ୍ନପ୍ରାଶନ କାର୍ଯ୍ୟକ୍ରମ ହେବ ।

odisha congress bhawan PhotoOR

ଓଡ଼ିଶା କଂଗ୍ରେସ ଭବନ

Ordigital Desk
  • Published: Friday, 08 March 2024
  • Updated: 08 March 2024, 10:34 PM IST

ବିଜେପି ଓ ବିଜେଡି ମଧ୍ୟରେ ମିଛ ବାହାଘର କରିଥିବା କଂଗ୍ରେସ ପୁଣିଥରେ ଉଭୟଙ୍କ ସମ୍ପର୍କକୁ ନେଇ ଅନ୍ନପ୍ରାଶନ ଉତ୍ସବ କରିବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ୧୧ତାରିଖରେ କଂଗ୍ରେସ ଭବନ ପରିସରରେ ହିନ୍ଦୁ ରୀତିନୀତିରେ ଏହି ଅନ୍ନପ୍ରାଶନ କାର୍ଯ୍ୟକ୍ରମ ହେବ । ଏଥିରେ ବିଜେଡି ଓ ବିଜେପି ସମ୍ପର୍କରେ ଜନ୍ମ ନେଇଥିବା ପିଲାଙ୍କ ନାମକରଣ କରାଯିବ ବୋଲି ଦଳ ସୂଚନା ଦେଇଛି।

ପିସିସି ସୋସିଆଲ ମିଡିଆ ମୁଖ୍ୟ ଅମୀୟ ପାଣ୍ଡବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆନୁଷ୍ଠାନିକ ମେଂଟ କରିବାକୁ ଯାଉଛନ୍ତି। ଏହି ଦୁଇ ଦଳ ରାଜ୍ୟବାସୀଙ୍କୁ କୋଟି କୋଟି ଟଙ୍କାର ଦୁର୍ନୀତି ଓ ଅନ୍ୟାୟ ଭେଟି େଇଛନ୍ତି । ତେଣୁ କଂଗ୍ରେସ ସେମାନଙ୍କର ଏହି ପିଲାମାନଙ୍କ ଅନ୍ନପ୍ରାଶନ କରି ନାମକରଣ କରିବ।

Also Read

ସେଦିନ ପୂଜାରୀ ଆସି ବିଧିବଦ୍ଧ ଭାବେ ପ୍ରତ୍ୟେକଙ୍କ ନାମକରଣ କରାଯିବ । ଏଥିପାଇଁ କାର୍ଡ ମଧ୍ୟ ଛପାଯାଇ ବଂଟାଯିବ । ଦଳର ବରିଷ୍ଠ ନେତାମାନଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ କାର୍ଡ ଦିଆଯିବ । ଏହି ଅନ୍ନପ୍ରାଶନ ଉତ୍ସବ ୧୧ତାରିଖ ଅପରାହ୍ନ ୨ଟା ପରେ କଂଗ୍ରେସ ଭବନରେ ଆୟୋଜିତ ହେବ ବୋଲି ସେ କହିଛନ୍ତି।

କଂଗ୍ରେସ କହିଛି ଯେ, ବିଜେପି ଓ ବିଜେଡି ମିଳିତ ଭାବେ କରିଥିବା ବ୍ୟାପକ ଦୁର୍ନୀିତି, ଚିଟଫଣ୍ଡ ଦୁର୍ନୀତି, ଖଣି ଦୁର୍ନୀତି, ମହିଳା ନିର୍ଯାତନା, ଦରଦାମ ବୃଦ୍ଧି ଓ ବେଆଇନ ମଦ କାରବାର ରାଜ୍ୟବାସୀଙ୍କୁ ସେମାନଙ୍କ ଉପହାର । ରାଜ୍ୟରେ ବେକାର ସମସ୍ୟା ବୃଦ୍ଧି ପାଇଁ ଉଭୟ ବିଜେଡି ଓ ବିଜେପି ଦାୟୀ ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଏଠାରେ ରାଜ୍ୟ ବାହାରର ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ମିଳୁଛି । ଏସବୁର ନାମକରଣ ଜରୁରୀ ହୋଇପଡ଼ିଛି । ତେଣୁ ଅନ୍ନପ୍ରାଶନ ଉତ୍ସବ କରି ବିଜେଡି ଓ ବିଜେପିର ମିଳିତ ଉଦ୍ୟମରେ ଚାଲିଥିବା ଦୁର୍ନୀତି, ଅନ୍ୟାୟର ନାମକରଣ ହେବ।

ସୂଚନାଯୋଗ୍ୟ, କଂଗ୍ରେସ ପୂର୍ବରୁ  ବିଜେଡି ଓ ବିଜେପି ମଧ୍ୟରେ ଭିତରି ବୁଝାମଣା ରହିଛି ଓ ଘନିଷ୍ଠ ସମ୍ପର୍କ ଅଛି ବୋଲି ଅଭିଯୋଗ କରି ସେମାନଙ୍କର ବିବାହ ଉତ୍ସବ କରାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story